ମୌଲବୀ ବଜାରb Sq NFf 7 BGg yH RrNn Bb P k Lx Yo PAaK
| Moulvibazar মৌলভীবাজার | |
|---|---|
| Town | |
| Division | Sylhet Division |
| District | Moulvibazar District |
| କ୍ଷେତ୍ରଫଳ | |
| • ମୋଟ | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) |
| ଜନସଂଖ୍ୟା | |
| • ମୋଟ | ୪୧ |
| • ଘନତା | /km2 (10,000/sq mi) |
| ପିନ କୋଡ଼ | 3200 |
ମୌଲବୀ ବଜାରr (ବଙ୍ଗଳା: মৌলভীবাজার) ଉତ୍ତର ପୂର୍ବ ବଙ୍ଗଳାଦେଶର ଶୀଳହାତ ସହର ନିକଟବରତି ଏକ ସହରାଞ୍ଚଳ । ଏହା ମୌଲବୀବଜାର ଜିଲ୍ଲାର ମୁଖ୍ୟ ଦପ୍ତର । ଏହା ଭାରତରୁ ପ୍ରବାହିତ ହେଇ ଯାଇଥିବା ମନୁ ନଦୀ କୁଳରେ ଅବସ୍ଥିତ । ଏଠାରେ ଘଞ୍ଚ ଜଣ ବସତି ରହିଛି ଓ ଏହା ଚାହା ଚାଷ ପାଇଁ ପ୍ରସିଦ୍ଧ ।
ପର୍ଜୟତନ - ଏଠାରେ ମାଧବ କୁଣ୍ଡ ଜଳପ୍ରପାତ , ମାଧବପୁର ହ୍ରଦ ଓ ବଙ୍ଗଳାଦେଶର ଚାହା ରିସର୍ଚ କେନ୍ଦ୍ର (BTRI) ରହିଛି ।